ଦିଶା ପଟାନୀଙ୍କ ଘରକୁ ଗୁଳିମାଡ

ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀଙ୍କ ଘରକୁ ପୁଣି ଗୁଳିମାଡ । ଉତ୍ତରପ୍ରଦେଶ ବରେଲୀ ସ୍ଥିତ ଘର ଉପରକୁ ଗୁଳିମାଡ ହୋଇଛି । ୨୫ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଗୁଳିମାଡର ସୂଚନା ବି ମିଳିଛି । ଗୁଳିମାଡ କରିଥିବା ସୁଟରର ସ୍କେଚ୍ ସାମ୍ନାକୁ ଆସିଛି । ସୁଟରକୁ ଧରିବା ପାଇଁ ନୋଏଡା ଓ ମିରଟରେ ଏସଟିଏଫର ରେଡ୍ ଚାଲିଛ