ଚାଲିଥିଲା ଜାଲ୍ନୋଟ୍ କାରବାର : ଜବତ କଲା STF

ବଲାଙ୍ଗୀର ଜିଲା ଟିଟିଲାଗଡ଼ ବୈଷ୍ଣବଦେବୀ ମନ୍ଦିର ସମ୍ମୁଖରେ ଜାଲ୍ ନୋଟ୍ କାରବାର ଚାଲିଥିବା ବେଳେ ମାଡ଼ିବସିଛି ସ୍ପେଶାଲ ଟାସ୍କ ଫୋର୍ସ । ଏସ୍ଟିଏଫ୍ ଟିମ ଦ୍ୱାରା ୪୯୦୦୦ଟଙ୍କାର ଜାଲ୍ ନୋଟ ଜବତ ହୋଇଛି। ସବୁ ନୋଟ୍ ୫୦୦ ଟଙ୍କିଆ। ଜାଲ ନୋଟ୍ କାରବାରରେ ମାଷ୍ଟର ମାଇଣ୍ଡ ଅବଦୁଲ ସବୀର ଗିରଫ ହୋଇଥିବାବେଳେ ତାଙ୍କ ସହଯୋଗୀ ନେତ୍ରାନନ୍ଦ ରାଉତଙ୍କୁ ମଧ୍ୟ ଏସ୍ଟିଏଫ୍ ଗିରଫ କରିଛି ।