ଜାଗମରା ଘରୋଇ କଲେଜରେ ଅଗ୍ନିକାଣ୍ଡ

ଭୁବନେଶ୍ୱର :   ଜାଗମରା ସ୍ଥି୍ତ ଘରୋଇ କଲେଜରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ କିଛି ଲୋକ ଆହତ ହୋଇଥିବା ସୂଚନା ରହିଛି । 
କିପରି ନିଆଁ ଲାଗିଲା ତାହା ଏଯାଏଁ ସ୍ପଷ୍ଟ ହୋଇନି । ଏହି ଅଗ୍ନିକାଣ୍ଡରେ ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି ।