ଫ୍ରିଜ୍ ବେଶ୍ ଜରୁରୀ : ଭୁଲ୍ ଧାରଣାକୁ ବଦଳାନ୍ତୁ

ଫ୍ରିଜ୍ ବେଶ୍ ଜରୁରୀ  : ଭୁଲ୍ ଧାରଣାକୁ ବଦଳାନ୍ତୁ


ରୋଷେଇ ଘରର ପନିପରିବା ସବୁକୁ ଅଧିକ ଦିନ ପର୍ଯ୍ୟନ୍ତ ସତେଜ ରଖିବା ପାଇଁ ଫ୍ରିଜ୍ ବେଶ୍ ଜରୁରୀ- ଏଭଳି ଭୁଲ୍ ଧାରଣାକୁ ବଦଳାନ୍ତୁ । କାରଣ ଆପଣ ହୁଏତ ଜାଣିନଥିବେ ଯେ, ଫି୍ରଜ୍ ଭିତରେ ଥିବା ସାଲାଡ୍ ଡ୍ରୟର୍ ବା ଫି୍ରଜ୍ର ଶେଷ ଡ୍ରୟର୍ ପନିପରିବା ରଖିବା ପାଇଁ ଜମା ବି ସୁରକ୍ଷିତ ନୁହେଁ । ଏଥରେ ମାତ୍ର ଏକ ବର୍ଗ ସେଣ୍ଟିମିଟରରେ ୮ ହଜାରରୁ ଅଧିକ ଜୀବାଣୁ ରହିଥାଆନ୍ତି । ଯାହାକି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅଧିକ ମାତ୍ରାରେ ହାନିକାରକ । ତେଣୁ ଏପରି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଟିପ୍ସ୍...
- ସପ୍ତାହରେ ଥରେ ଫି୍ରଜର୍ ଏହି ଡ୍ରୟର୍କୁ ଗରମ ପାଣିରେ ଧୁଅନ୍ତୁ ।
- ଫି୍ରଜ୍ରେ ରଖାହୋଇଥିବା ଫଳ ବା ପନିପରିବାକୁ ଖାଇବା ପୂର୍ବରୁ ଧୋଇକି ଖାଆନ୍ତୁ ।
- ଫି୍ରଜ୍କୁ ପ୍ରତିଦିନ ୧୦-୧୫ ମିନିଟ୍ ପର୍ଯ୍ୟନ୍ତ ବନ୍ଦ ରଖନ୍ତୁ ।