ରାଜଧାନୀରେ ଜଘନ୍ୟ କାଣ୍ଡ : ନିଶା ଦେଇ ଗଣଦୁଷ୍କର୍ମ

ରାଜଧାନୀରେ ଜଘନ୍ୟ କାଣ୍ଡ : ନିଶା ଦେଇ ଗଣଦୁଷ୍କର୍ମ

ରାଜଧାନୀରେ ଜଘନ୍ୟ କାଣ୍ଡ । ମୃଦୁ ପାନୀୟରେ ନିଶା ଦେଇ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ । ଗାୟିକା ହେବାକୁ କହି ଅଭିଯୁକ୍ତ ନେଇ ଯାଇଥିଲେ  । ସଂଗୀତ ନିଦେ୍ର୍ଦଶକଙ୍କ ସହ ଦେଖା କରାଇବାକୁ କଥା ଦେଇଥିଲେ । ହେଲେ ଲଜ୍ କୁ ନେଇ ସହଯୋଗୀଙ୍କ ସହ ମିଶି ଏଭଳି କାଣ୍ଡ କରିଛନ୍ତି ଅଭିଯୁକ୍ତ ଜଣକ । ୩ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରି ତଦନ୍ତ କରୁଛି ।