ଶସ୍ତା ହୋଇଗଲା ସୁନା

ସୁନାଦର ଗୁରୁବାରରେ ଲଗାତାର ଚତୁର୍ଥ ଦିନ ହ୍ରାସ ଘଟିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୮୯ ହଜାର ୩୪୦ ଟଙ୍କାରେ ବିକ୍ରି ହେଉଛି। ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯୭ ହଜାର ୪୭୦ ଟଙ୍କାରେ ବିକ୍ରି ହେଉଛି।
ରୂପା ଦର: ମୁମ୍ବାଇରେ ରୂପା ଦରରେ ୧୦୦ ଟଙ୍କା ହ୍ରାସ ଘଟିଛି। ଏମସିଏସକରେ ସୁନା ୧୦ ଗ୍ରାମ ପିଛା ୯୪ ହଜାର ୬୭୩ ଟଙ୍କାରେ ବିକ୍ରି ହେଉଛି।ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୮୯ ହଜାର ୪୯୦ ଟଙ୍କାରେ ବିକ୍ରି ହେଉଛି। ଏଥିସହ ୨୪ କ୍ୟାରେଟ୍ ସୁନା ଦର ୯୭ ହଜାର ୬୨୯ ଟଙ୍କା ରହିଛି। ସେହିପରି ଅହମଦାବାଦରେ ୨୨ କ୍ୟାରେଟ୍ ସୁନା ଦର ୮୯ ହଜାର ୩୯୦ ଟଙ୍କା ରହିଛି।