ଖରାରେ ଶ୍ରମିକଙ୍କୁ କାମ କରିବା ମନା

ଖରାରେ ଶ୍ରମିକଙ୍କୁ କାମ କରିବା ମନା

ଭୁବନେଶ୍ୱର : ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ସାଢ଼େ ୩ଟା ପର୍ଯ୍ୟନ୍ତ ଶ୍ରମିକମାନେ କାମ କରିବେ ନାହିଁ  । ଅପ୍ରେଲରୁ ଜୁନ୍ ପର୍ଯ୍ୟନ୍ତ ଶ୍ରମିକମାନଙ୍କ କାର୍ଯ୍ୟ ଉପରେ କଟକଣା ଲଗାଯାଇଛି  । ମାଲିକ ଓ ଠିକାଦାରମାନେ ଏନେଇ ପଦକ୍ଷେପ ନେବେ  । ୧୧ଟାରୁ ସାଢ଼େ ୩ ପର୍ଯ୍ୟନ୍ତ କାର୍ଯ୍ୟରେ ନଲଗାଇବାକୁ ନିଦେ୍ର୍ଦଶ । ଏହାକୁ ସୁନିଶ୍ଚିତ କରିବାକୁ ରାଜ୍ୟ ସରକାର ନିଦେ୍ର୍ଦଶ ଦେଇଛନ୍ତି  । ସେହିପରି ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ଖୋର୍ଦ୍ଧା ଜିଲ୍ଲାର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ, ବେସରକାରୀ ଓ ସରକାରୀ ସାଢ଼େ ୧୦ ଯାଏଁ ସ୍କୁଲ  ।