ଆଇଏଏସ୍ ସ୍ତରରେ ବଡ ଅଦଳବଦଳ 

ଆଇଏଏସ୍ ସ୍ତରରେ ବଡ ଅଦଳବଦଳ 

ଆଇଏଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ବିଜୟ ଅମୃତ କୁଲାଙ୍ଗେ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ସେବା ନିଦେ୍ର୍ଦଶକ । ପ୍ରେମଜିତ୍ ନାୟକ ଏସସି/ଏସଟି ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ । ଅଞ୍ଜନା ପଣ୍ଡା ଆୟୁଷ ନିଦେ୍ର୍ଦଶିକା ଭାବେ ନିଯୁକ୍ତ । ପି.ଅନ୍ୱେଷା ରେଡ୍ଡିଙ୍କୁ ଆଇଜିଆର୍ କଟକର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।