ସପ୍ତାହେ ହେଲାଳ ମିଳୁନି ମହିଳା ଟ୍ରାଫିକ୍ କନେଷ୍ଟବଳଙ୍କ ପତ୍ତା

ଭୁବନେଶ୍ୱର: ମହିଳା ଟ୍ରାଫିକ୍ କନଷ୍ଟେବଳ ରାଜଧାନୀରୁ ନିଖୋଜ । ଭୁବନେଶ୍ୱରରେ କାର୍ଯ୍ୟରତ ମହିଳା ଟ୍ରାଫିକ କନେଷ୍ଟବଳ ନିଖୋଜ।ସପ୍ତାହେ ହେଲା ନିଖୋଜ ଅଛନ୍ତି ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁ। ସୂର୍ଯ୍ୟନଗରରୁ ନିଖୋଜ ହେବା ନେଇ କ୍ୟାପିଟାଲ ଥାନାରେ ଏତଲା। ୬ ତାରିଖରୁ ନିଖୋଜ ହୋଇଥିଲେ ବି ଆଜି ପର୍ଯ୍ୟନ୍ତ ମିଳିନାହିଁ ପତ୍ତା। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ। ମହିଳା କନେଷ୍ଟବଳଙ୍କ ଘର ପାରାଦୀପରେ ହୋଇଥିବା ବେଳେ।