ଇସ୍ରୋ ଅଧ୍ୟକ୍ଷ ଓଡ଼ିଶାରେ
ଭୁବନେଶ୍ୱର : ଓଡ଼ିଶାରେ ପହଞ୍ଚିଛନ୍ତି ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ। ବୁଧବାର ସେ ସେଣ୍ଟ୍ରାଲ ଟୁଲ୍ ଆଣ୍ଡ ଟ୍ରେନିଂ ସେଣ୍ଟର(CTTC)ଗସ୍ତ କରିଛନ୍ତି। CTTC ପରିଦର୍ଶନ ସମୟରେ ସେ ଚନ୍ଦ୍ରାୟାନ ଓ ଗଗନାୟନ ଭଳି ISROର ଆଗାମୀ ମିଶନ ସମ୍ପର୍କରେ ସୂଚନା ଦେଇଛନ୍ତି।
Join our subscribers list to get the latest news, updates and special offers directly in your inbox
ଭୁବନେଶ୍ୱର : ଓଡ଼ିଶାରେ ପହଞ୍ଚିଛନ୍ତି ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ। ବୁଧବାର ସେ ସେଣ୍ଟ୍ରାଲ ଟୁଲ୍ ଆଣ୍ଡ ଟ୍ରେନିଂ ସେଣ୍ଟର(CTTC)ଗସ୍ତ କରିଛନ୍ତି। CTTC ପରିଦର୍ଶନ ସମୟରେ ସେ ଚନ୍ଦ୍ରାୟାନ ଓ ଗଗନାୟନ ଭଳି ISROର ଆଗାମୀ ମିଶନ ସମ୍ପର୍କରେ ସୂଚନା ଦେଇଛନ୍ତି।
Rasmita Behera Aug 8, 2025 5835
Rasmita Behera Jul 1, 2025 4257
Rasmita Behera Jan 4, 2025 4694
Rasmita Behera Sep 29, 2024 7243
Henamanjaree Swain Oct 23, 2025 6109
Samir Kumar Rout Jan 20, 2026 6035
Rasmita Behera Sep 3, 2025 5928
Rasmita Behera Nov 18, 2024 5617
Total Vote: 17
ପୂର୍ବର ବିଜେଡ଼ି ସରକାର