ଜଷ୍ଟିସ୍ ବର୍ମାଙ୍କୁ ସୁପ୍ରିମକୋର୍ଟର ଶକ୍ତ ଝଟକା

ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କୁ ଲାଗିଛି ସୁପ୍ରିମକୋର୍ଟରୁ ଶକ୍ତ ଝଟକା । ଜଷ୍ଟିସ୍ ବର୍ମାଙ୍କ ଆବେଦନକୁ ଖାରଜ କଲେ ସୁପ୍ରିମ୍ କୋର୍ଟ ।
ଯାଞ୍ଚ କମିଟି ପ୍ରକ୍ରିୟାକୁ ପୂରା ପାଳନ କରିଛନ୍ତି ବୋଲି କହିଲେ ସୁପ୍ରିମକୋର୍ଟ । ଏହାଛଡା ଜଷ୍ଟିସ୍ ବର୍ମାଙ୍କ ଆଚରଣ ବିଶ୍ୱାସଯୋଗ୍ୟ ନୁହେଁ । ଯାଞ୍ଚ ପ୍ରକ୍ରିୟାର ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ । ଜଷ୍ଟିସ୍ ବର୍ମାଙ୍କ ଘର ପରିସରରୁ ମେଞ୍ଚେ ପୋଡା ଟଙ୍କା ମିଳିଥିଲା ।