ରାହୁଲ ଗାନ୍ଧୀ ଅବାନ୍ତର କଥା କହୁଛନ୍ତି : ଆଇନ୍ ମନ୍ତ୍ରୀ 

ରାହୁଲ ଗାନ୍ଧୀ ଅବାନ୍ତର କଥା କହୁଛନ୍ତି : ଆଇନ୍ ମନ୍ତ୍ରୀ 

ଭୁବନେଶ୍ୱର : ରାହୁଲ ଗାନ୍ଧୀ ଅବାନ୍ତର କଥା କହୁଛନ୍ତି କହିଲେ ଆଇନ୍ ମନ୍ତ୍ରୀ । ବଳଭଦ୍ରଙ୍କ ରଥ ମୋଡ ନେବା କାରଣରୁ ରଥଟଣା ବିଳମ୍ବ ହେଲା ।  ଆଦାନୀଙ୍କ ପାଇଁ ରଥ ରୋକାଯିବା କଥା ମିଛ ବୋଲି ପୃଥ୍ୱୀରାଜ କହିଛନ୍ତି । ସବୁ ବର୍ଷ ରଥ ଦୁଇ ଦିନରେ ଲାଗେ । ଉଭୟ କଂଗ୍ରେସ ଓ ବିଜେଡି ମିଛ ପ୍ରଚାର କରୁଛନ୍ତି । କଂଗ୍ରେସ ସମ୍ବିଧାନ ହତ୍ୟା କରିଥବା ଦଳ ଏବେ ନାଟକ କରୁଛି ।