ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବନ୍ଦ

ଶ୍ରୀଲିଙ୍ଗରାଜ ମନ୍ଦିରରେ ବିଭ୍ରାଟକୁ ନେଇ ନୀତିକାନ୍ତି ବନ୍ଦ । ବିନା ମଙ୍ଗଳ ଆଳତିରେ ସାହାଣ ମେଲା ଦର୍ଶନକୁ ନେଇ ବିବାଦ ଦେଖାଦେଇଛି । ସେପଟେ କେଦାରଗୌରୀ ମନ୍ଦିରରେ ଦିଅଁଙ୍କ ବିବାହ ସରିନି ।ବଡ଼ୁ ସେବାୟତ ମନ୍ଦିର ଖୋଲି ଭକ୍ତଙ୍କୁ ସାହାଣ ମେଲା ଦର୍ଶନ କରାଇଲେ । ଏନେଇ ନୀତିକାନ୍ତି ବନ୍ଦ ହୋଇଛି । ଏପଟେ ସେବାୟତ ନିଯୋଗଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।