କାନ୍ଥ କାଟି ଲକ୍ଷଲକ୍ଷ ଟଙ୍କାର ମୋବାଇଲ ଚୋରି

କାନ୍ଥ କାଟି ଲକ୍ଷଲକ୍ଷ ଟଙ୍କାର ମୋବାଇଲ ଚୋରି

ଭଣ୍ଡାରିପୋଖରୀ:   ଭଣ୍ଡାରିପୋଖରୀ ବଜାର ମା ତାରିଣୀ ମୋବାଇଲ୍ ପଏଣ୍ଟରୁ ହୋଇଛି ବଡ ଧରଣର ଚୋରି ।  ମୋବାଇଲ ଦୋକାନର ପଛପଟ କାନ୍ଥକୁ କାଟି ୧୫୦ ରୁ ଉର୍ଦ୍ଧ ମୋବାଇଲ ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ସୂଚନା ମିଳିଛି । ଖାଲଇ ସେତିକି ନୁହେଁ ନଗଦ ଟଙ୍କା ମଧ୍ୟ ଗତ କାଲି ରାତିରେ ଚୋରି ହୋଇଛି ।