ନାମାଙ୍କନ ଭରିଲେ ମନମୋହନ

ନାମାଙ୍କନ ଭରିଲେ ମନମୋହନ


ବଡ ଖବର । ନାମାଙ୍କନ ଦାଖଲ କଲେ ମନମୋହନ ସାମଲ । ରାଜ୍ୟ ବିଜେପି ସଭାପତି ପାଇଁ ନାମାଙ୍କନ ଭରିଲେ ମନମୋହନ ସାମଲ । ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ମନମୋହନ । ପୁଣି ରାଜ୍ୟ ସଭାପତି ହେବେ ମନମୋହନ ସାମଲ ।  ଏଭଳି ଚର୍ଚ୍ଚା ଜୋର୍ ଧରିଲାଣି । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ଭରିଛନ୍ତି ମନମୋହନ ସାମଲ୍ ।