କାଲିଠୁ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ
କାଲି ମୋଦୀଙ୍କ ଜନ୍ମଦିନରେ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ । ସ୍କିନିଙ୍ଗ୍ ତଥ୍ୟକୁ ନେଇ ଡିଜିଟାଲ୍ ଡାଟା ବେସ୍ ତିଆରି କରିବେ ସରକାର । ବିଭିନ୍ନ କ୍ୟାନସର୍, ଋତୁସ୍ରାବ ସମସ୍ୟା ଓ ଅପପୁଷ୍ଟି ସ୍ଥିତି ନେଇ ଯାଞ୍ଚ ହେବ । କାଲି ଏହି ଅଭିଯାନକୁ ମଧ୍ୟପ୍ରଦେଶରୁ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ ।