ନବୀନ ନିବାସରେ ପହଞ୍ଚିଲେ ବରିଷ୍ଠ ନେତା

ନବୀନ ନିବାସରେ ପହଞ୍ଚିଲେ ବିଜେଡିର ବରିଷ୍ଠ ନେତା । ବବି ଦାସ,ଦେବି ମିଶ୍ର ,ପ୍ରତାପ ଦେବ,ଅରୁଣ ସାହୁ ,ସଞ୍ଜୟ ଦାସ ବର୍ମାଙ୍କ ସମେତ ଅତନୁ ସବ୍ୟସାଚୀ ମଧ୍ୟ ଉପସ୍ଥିତ ଅଛନ୍ତି । କାର୍ଯ୍ୟକାରିଣୀ ଏବଂ ସାଂଗଠନିକ ଉପରେ ଆଲୋଚନା ହେବା ନେଇ ସୂଚନା । ତେବେ ନବୀନ ନବମ ଥର ଦଳର ସଭାପତି ହେବାପରେ ବିଜେଡିର ଏହା ପ୍ରଥମ ବୈଠକ । ଦଳକୁ କିପରି ସୁଦୃଢ କରିବେ ସେନେଇ ମଧ୍ୟ ଆଲୋଚନା ହୋଇପାରେ ।