ବଡ଼ ଖବର: ଚାଷୀଙ୍କ ପାଇଁ ମୋଦୀ ମାରିଲେ ପ୍ରଥମ ଦସ୍ତଖତ

ବଡ଼ ଖବର: ଚାଷୀଙ୍କ ପାଇଁ ମୋଦୀ ମାରିଲେ ପ୍ରଥମ ଦସ୍ତଖତ

ନୂଆଦିଲ୍ଲୀ: ତୃତୀୟ ପାଳିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରୀ କାଗଜପତ୍ରରେ ନିଜର ପ୍ରଥମ ଦସ୍ତଖତ କରିଛନ୍ତି । ଏଥିସହ ପିଏମ କିଷାନ ନିଧିର ୧୭ତମ କିସ୍ତ ପ୍ରଦାନ କରିବା ପାଇଁ ମୋଦୀ ନିଦେ୍ର୍ଧଶନାମା ଜାରି କରିଛନ୍ତି । ତଦନୁଯାୟୀ ୯.୩ କୋଟି ଚାଷୀଙ୍କୁ ପ୍ରାୟ ୨୦ ହଜାର କୋଟି ଟଙ୍କା ମିଳିବ ।