ନିନ୍ଦା: ଚପଲ ପିନ୍ଧି ଶ୍ରୀମନ୍ଦିରରେ ପ୍ରବେଶ ଉଦ୍ୟମ
ପୁରୀ: ପୁରୀ ଶ୍ରୀମନ୍ଦିର ଭିତରକୁ ଚପଲ ପିନ୍ଧି ପଡିବାକୁ ଉଦ୍ୟମ କରିଛନ୍ତି ଯୁବକ । ଏଭଳି ଉଦ୍ୟମ କରୁଥିବାବେଳେ ସିଂହଦ୍ୱାର ନିକଟରେ ଯୁବକଙ୍କୁ ଅଟକାଇ ଥାନାକୁ ନେଲା ପୋଲିସ୍ । ଜେଟିପିଙ୍କ ସହ ଯୁବକଙ୍କ ଯୁକ୍ତତର୍କ ଓ ଠେଲାପେଲା ମଧ୍ୟ ହୋଇଛି ।