ନେପାଳ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ଏବେବି ନେପାଳ ରାଜରାସ୍ତାରେ ବିକ୍ଷୋଭକାରୀ । ସୋସିଆଲ ମିଡିଆ ବ୍ୟାନ୍ ନିଷ୍ପତ୍ତି ପରେ ଏଭଳି ହିଂସାକାଣ୍ଡ ଲାଗି ରହିଛି । ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ତଫାକୁ ନେଇ ଦାବି ଚାଲିଥିଲା । ଓଲିଙ୍କ ଘର ଜାଳିଦେଲେ ବିକ୍ଷୋଭକାରୀ । ନେପାଳୀ କଂଗ୍ରେସ ସଭାପତି ଶେର ବାହାଦୂର ଦୁଏବାଙ୍କ ଘରେ ଭଙ୍ଗାରୁଜା ।