କାଲିଠୁ ‘ସୁଭଦ୍ରା ଶକ୍ତି ମେଳା’

କାଲିଠୁ ‘ସୁଭଦ୍ରା ଶକ୍ତି ମେଳା’

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ଶନିବାର ଭୁବନେଶ୍ୱରରେ ସୁଭଦ୍ରା ଶକ୍ତି ମେଳା ଆରମ୍ଭ ହେବ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁକ୍ରବାର ସୂଚନା ଦେଇଛନ୍ତି । ଆସନ୍ତାକାଲି ଠାରୁ ଏହି ମେଳା ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ମେଳାରେ ରାଜ୍ୟବ୍ୟାପୀ ଏସଏଚଜି ମହିଳା ସାମିଲ ହେବେ । ମେଳାରେ ଏସଏଚଜି ମହିଳାମାନଙ୍କ ଦ୍ୱାରା ଉପôାଦିତ ସାମଗ୍ରୀ ବିକ୍ରି ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।