ଭିଭିପାଟ ସ୍ଲିପ ଗଣତି ଦାବି, ନିର୍ବାଚନ ଆୟୋଗଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ଭିଭିପାଟ ସ୍ଲିପ ଗଣତି ଦାବି, ନିର୍ବାଚନ ଆୟୋଗଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନିର୍ବାଚନ ଆୟୋଗଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ :ଦେଶରେ ସାଧାରଣ ନିର୍ବାଚନ ପାଇଁ ବାଜି ସାରିଛି ନିର୍ବାଚନୀ ବିଗୁଲ । ସେଥିପାଇଁ ଚଳଚଞ୍ଚଳ ହୋଇ ଉଠଛନ୍ତି ଜାତୀୟ ଦଳ ସମେତ ଆଞ୍ଚଳିକ ଦଳ । ଏହାରି ଭିତରେ ଇଭିଏମ୍ ଓ ଭିଭିପାଟକୁ ନେଇ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗଙ୍କୁ ନୋଟିସ କରିଛନ୍ତି ସୁପ୍ରିମକୋର୍ଟ । ନୋଟିସ ଜାରି କରି ଉଭୟଙ୍କଠାରୁ ଜବାବ ମାଗିଛନ୍ତି ।