ପର୍ଯ୍ୟାପ୍ତ ଶୁଖିଲା ରାସନ୍ ରଖାଯାଇଛି: ରାଜସ୍ୱ ମନ୍ତ୍ରୀ
ଗଞ୍ଜାମରେ ୩ଜଣ ମନ୍ତ୍ରୀଙ୍କୁ ଅବସ୍ଥାପିତ । ଏସଆରସି ଛତ୍ରପୁରରେ ରହିବେ କହିଛନ୍ତି ସୂରେଶ ପୂଜାରୀ । ବିପର୍ଯ୍ୟୟ ମୁକାବିଲା ଲାଗି ସମସ୍ତ ପ୍ରସ୍ତୁତି ସରିଛି କହିଲେ ମନ୍ତ୍ରୀ । ପର୍ଯ୍ୟାପ୍ତ ଶୁଖିଲା ରାସନ୍ ରଖାଯାଇଛି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।