ଅଚେତ ଡ୍ରାଇଭରକୁ ମେଡ଼ିକାଲରେ ଭର୍ତ୍ତି କଲେ ପ୍ରୀତି

 ଦାନଗଦୀ: ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ନିର୍ବାଚନ ମଣ୍ଡଳୀରେ ଯାଉଥିବା ସମୟରେ ମିଲିଟାରୀ ଛକରେ ଆନେ୍ଦାଳନରତ ଡ୍ରାଇଭର ମାନଙ୍କ ମଧ୍ୟରୁ ଜଣେ ଅଚେତ ହୋଇଥିବାରୁ ତାଙ୍କୁ ନିଜଗାଡ଼ିରେ ନେଇ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଆଜି ମଣିଷ ପଣିଆ ଦେଖାଇ ଦାନଗଦୀ ମେଡ଼ିକାଲରେ ପହଁଚାଇ ତାଙ୍କର ଚିକିତ୍ସା ବ୍ୟବସ୍ଥା କରିଥିଲେ ।