ଆସନ୍ତାକାଲି ସୁଭଦ୍ରାର ଦ୍ୱିତୀୟ କିସ୍ତି

ଆସନ୍ତାକାଲି ଆସିବ ସୁଭଦ୍ରାର ଦ୍ୱିତୀୟ କିସ୍ତି । ଖାତାକୁ ଆସିବ ୫ ହଜାର । ମହିଳା ଦିବସ ଅବସରରେ ରାଜ୍ୟ ସରକାର ପୁଣି ବାଣ୍ଟିବେ ସୁଭଦ୍ରା ଟଙ୍କା । ଆସନ୍ତାକାଲି ଆସିବ ୫ ହଜାର । ମହିଳା ଦିବସ ଅବସରରେ ରାଜ୍ୟ ସରକାର ପୁଣି ବାଣ୍ଟିବେ ସୁଭଦ୍ରା ଟଙ୍କା । ଶନିବାର ଦିନ ଜାରି ହେବ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା । ଏହି ମହିଳାଙ୍କୁ ମିଳିବ ୧୦ ହଜାର ଟଙ୍କା । ଗୁରୁବାର ଦିନ ସୁଭଦ୍ରା ହିତାଧିକାରୀଙ୍କୁ ମିଳିଛି ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା । ଏହି ପର୍ଯ୍ୟାୟରେ ୨ ଲକ୍ଷ ୩୦ ହଜାର ମହିଳାଙ୍କ ଆକାଉଣ୍ଟକୁ ପଠାଯାଇଛି ଟଙ୍କା । ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୧ କୋଟି ୬୪ ହଜାର ହିତାଧିକାରୀ ଟଙ୍କା ପାଇଛନ୍ତି । ଏହି ସମସ୍ତ ହିତାଧିକାରୀଙ୍କୁ ମାର୍ଚ୍ଚ ୮ ମହିଳା ଦିବସରେ ପଠାଯିବ ଦ୍ୱିତୀୟ କିସ୍ତି ଟଙ୍କା । ସେପଟେ ସୁଭଦ୍ରା ଯୋଜନାରେ ସହାୟତା ପାଇଁ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । କୋଟିଏ ପାର୍ ହେଲା ସୁଭଦ୍ରା ହିତାଧୀକାରୀ ସଂଖ୍ୟା । ପଞ୍ଚମ ପର୍ଯ୍ୟାୟରେ ୨ ଲକ୍ଷ ୩୦ ମହିଳା ପାଇଲେ ଟଙ୍କା । ମାର୍ଚ୍ଚ ୮ରେ ଏକାସାଙ୍ଗରେ ସମସ୍ତଙ୍କୁ ମିଳିବ ଦ୍ୱିତୀୟ କିସ୍ତି । ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ଘୋଷଣା ।