ଏହି ସ୍ଥାନରେ ହୋଇଥିଲା ଷ୍ଟ୍ରାଇକ୍

ପାକିସ୍ତାନ୍ ଏବଂ ପିଓକେର ମୋଟ୍ ୯ଟି ସ୍ଥାନରେ ଭାରତ ଏୟାର୍ ଷ୍ଟ୍ରାଇକ୍ କରି ଏହାକୁ ଧ୍ୱଂସ କରିଛି । ସେଗୁଡ଼ିକ ହେଉଛି ବାରନାଲା (ଲକ୍ସର ଏ ତୋଏବା)ରେ ଥିବା ମାର୍କାଜ୍ ଅହଲେ ହଦିତ୍, ଭୱଲପୁର (ଜୈଶ ଏ ମହମ୍ମଦ)ରେ ଥିବା ମାର୍କାଜ୍ ଶୁଭାନାଲ୍ଲା, କୋଟଲୀ (ଜୈଶ ଏ ମହମ୍ମଦ)ରେ ଥିବା ମାର୍କାଜ୍ ଆବାସ୍, ମୁଜାଫରବାଦ (ଲକ୍ସର ଏ ତୋଏବା)ରେ ଥିବା ସୱାଇ ନଲ୍ଲା କ୍ୟାମ୍ପ୍, ସାରଜାଲ୍ (ଜୈଶ ଏ ମହମ୍ମଦ)ରେ ଥିବା ତେହରା କାଲାନ, କୋଟ୍ଲୀ (ହିଜବୁଲ୍ ମୁଜାହିଦ୍ଦିନ)ରେ ଥିବା ମାସ୍କର ରାହିଲ୍ ସାହିଦ, ମୁରିଦ୍କେ (ଲକ୍ସର ଏ ତୋଏବା)ରେ ଥିବା ମାର୍କାଜ୍ ତାଇବା, ମୁଜାଫରାବାଦ (ଜୈଶ ଏ ମହମ୍ମଦ)ରେ ଥିବା ସଇଦନା ବିଲାଲ କ୍ୟାମ୍ପ୍, ସିଆଲକୋଟ (ହିଜବୁଲ୍ ମୁଜାହିଦ୍ଦିନ)ରେ ଥିବା ମେହମୁନା ଜୋୟା କ୍ୟାମ୍ପ୍ରେ ଭୀଷଣ ଏୟାର ଷ୍ଟ୍ରାଇକ୍ କରାଯାଇଛି ।