ଓଡ଼ିଶା ଲୋକସେବା ଆୟୋଗ ବିନିୟମ, ୧୯୫୨ ର ସଂଶୋଧନ
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ
ଓଡ଼ିଶା ଲୋକସେବା ଆୟୋଗ ବିନିୟମ, ୧୯୫୨ ର ସଂଶୋଧନ
ଯଦି କୌଣସି ବ୍ୟକ୍ତି ଆୟୋଗର ଅଧ୍ୟକ୍ଷ କିମ୍ବା ସଦସ୍ୟ ଭାବେ ନିଯୁକ୍ତ ହୁଅନ୍ତି ଏବଂ ତାଙ୍କ ଅନ୍ତିମ ନିର୍ଦ୍ଧାରିତ ବେତନ ଯାହାକି ଅଧ୍ୟକ୍ଷ ଓ ସଦସ୍ୟଙ୍କ ପାଇଁ ଯଥାକ୍ରମେ ମାସିକ ଟ୨,୨୫,୦୦୦ଙ୍କା ଓ ମାସିକ ଟ୧,୮୨,୦୦୦ଙ୍କା ଠାରୁ ଅଧିକ ହୋଇଥିବ, ତେବେ ସେ ସରକାରୀ ଚାକିରିରେ ଥିବା ସମୟର ଅନ୍ତିମ ବେତନରୁ ମୋଟ ପେନ୍ସନ୍ ରାଶିକୁ ବାଦ୍ ଦେଲା ପରେ ଯେଉଁ ରାଶି ଉପନୀତ ହେବ, ତାକୁ ପାଇବାକୁ ହକ୍ଦାର ହେବେ । ।