କି କଥା ବୋଇଲେ?

ଡାହା ମିଛ କହି ଲୁଟିଛନ୍ତି ଯେତେ
"ସୁଭଦ୍ରା'ର ଭତ୍ତା ଟଙ୍କା
ଖୋଳତାଡ କରି ସେହିମାନଙ୍କର
କରିଦବା କଥା ବଙ୍କା...
ଦି'ନାତ ଦେଲେ ତ ରକା...
ହ୍ୟାଆପେ ବୟସ ବଢ଼େଇ ଦେଇକି
ବସିଛନ୍ତି ହେଇ ହୁଙ୍କା...