କି କଥା ବୋଇଲେ ?

କି କଥା ବୋଇଲେ ?

ବରଷା, ବାତିଆ ଭିତରେ ଏସନ
ଚାଷୀକୂଳ ହନ୍ତସନ୍ତ
ଚାଷ, ଫସଲର ଅବସ୍ଥା ଶ୍ରୀହୀନ
ଦୁର୍ଦ୍ଦଶାର ନାହିଁ ଅନ୍ତ...
ଅଣ୍ଟା ଭାଙ୍ଗିଯିବା ସତ...
ଗୋଟେ ପରେ ଗୋଟେ ଦାଉ ସହି ସହି
ଭାରିଯିବା କଥା ବାତ...