କି କଥା ବୋଇଲେ ?

କି କଥା ବୋଇଲେ ?

କାଲିକ ସରିଲେ ଫାଇଟି ସରିବ
ଟାଇଟି ହୋଇବ ଠିପି
ସବୁ ଦଳ ପ୍ରାର୍ଥୀ ହାତ ଯୋଡି ଖାଲି
ମାଳା ଯାଉଥିବେ ଜପି...
ଏଗାର ତାରିଖେ ରାମ୍ପି...
ଦେବେଟି ଜନତା ପସନ୍ଦ ଯାହାକୁ
ବାକିଙ୍କୁ ପିନ୍ଧେଇ ଟୋପି...