ଡାବୋସର ମଣିଷ ଓ ଭ୍ରାନ୍ତିର ସମାପ୍ତି

ମହାମେଘବାହନ ଐର ଖାରବେଳ ସ୍ୱାଇଁ : କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ୍ସ କାରିଙ୍କର ଗୋଟିଏ ଭାଷଣ ଡାବୋସଠାରେ ଦିଆଯାଇଛି, ଯେଉଁଥିରେ ସେ କହିଛନ୍ତି ଯେ, ଡୋନାଲ୍ଡ ଟ୍ରମ୍ପଙ୍କର ଯେଉଁ ଗୋଟିଏ ଲକ୍ଷ୍ୟ ରହିଛି ଯାହାକି ଗୋଟିଏ କଥା ରୂପେ ସେ ପ୍ରକଟିତ କରିଛନ୍ତି ତାହା ହେଲା ତାଙ୍କର ଏକାଧିପତ୍ୟ ବିଭିନ୍ନ ଦେଶରେ ତୁଲେଇବା । ସେଥିପାଇଁ ଲୋକମାନଙ୍କର ଭଲ କଥା ଅନୁସାରେ ତାହା ଦେଖାଯିବ । ଏ ସମ୍ପର୍କରେ ସେ କହିଛନ୍ତି ଯେ, ଗୋଟିଏ ପଦ୍ଧତିକୁ ଏଠାରେ ପାଳନ କରାଯିବା ଉଚିତ । ଏ ସମ୍ପର୍କରେ ଗୋଟିଏ ମିଳିତ ସୁରକ୍ଷା ବ୍ୟବସ୍ଥା ରହିବା ଉଚିତ । ଏ ସମସ୍ୟାକୁ ହୁଏତ ଦୂର କରିହେବ, ଯାହାକି ବିଭିନ୍ନ ଦେଶମାନଙ୍କ ଭିତରେ ମତପାର୍ଥକ୍ୟ ରହୁଛି । ଏପରିକି ଗୋଟିଏ କୌଶଳ ଏ ନିମନ୍ତେ ରହିବ ଯେଉଁଥିରେ ବିଭିନ୍ନ ଧରଣର କଥାବାର୍ତ୍ତା ମଧ୍ୟ କାମ କରିବ। ଏ କ୍ଷେତ୍ରରେ ଯେକୌଣସି ପ୍ରକାର କାହାଣୀ ଯାହାକି ଆନ୍ତର୍ଜାତିକ ନିୟମକୁ ଭଙ୍ଗ କରୁଛି ସେଗୁଡ଼ିକ ମଧ୍ୟ ଦେଖିବାକୁ ପଡ଼ିବ । ଏ କ୍ଷେତ୍ରରେ ଆନ୍ତର୍ଜାତିକ ନୀତିଗୁଡ଼ିକ ମଧ୍ୟ ଦୂର କରିବାକୁ ପଡ଼ିବ । ସେ ସମ୍ପର୍କରେ ଆନ୍ତର୍ଜାତିକ ସମସ୍ୟାଗୁଡ଼ିକ ପରିବର୍ତ୍ତନ କରିବାର ଆବଶ୍ୟକତା ରହୁଛି ।

ଏ କ୍ଷେତ୍ରରେ ଚେକ୍‌ର ନେତା ଭିକ୍ଟାଭ ଗୋଟିଏ ତଥ୍ୟ ଦେଇଛନ୍ତି ଯେ, ଏଥିରେ ଗୋଟିଏ କଥା ରହିଛି ଜନସାଧାରଣଙ୍କର କାର୍ଯ୍ୟରେ ଦେଖାହେବା ପାଇଁ । ଆମେ ଜାଣୁ ଯେ, ଏ କଥାକୁ ପ୍ରଚେଷ୍ଟା କରିବାକୁ ହେବ ଏବଂ ଦେଶକୁ ରକ୍ଷା କରିବାକୁ ହେବ  । ଏଠାରେ ଦେଖାଯାଏ ଯେ, ବିଭିନ୍ନ ଦେଶମାନେ ସେମାନଙ୍କର କଥାକୁ ଠିକ୍‌ ଭାବରେ ଦେଖୁଛନ୍ତି କି ନାହିଁ । କୁହାଯାଉଛି ଯେ, ଏ ସମ୍ପର୍କରେ କାର୍ଣ୍ଣେ ଭଳି ବ୍ୟକ୍ତିଙ୍କର ଘଟଣା ସେ ଦେଖିବାକୁ ଚାହୁଁଛନ୍ତି । ସେ ମଧ୍ୟ ଗୋଟିଏ ଦେଶରେ କାନାଡ଼ା କିପରି ଏକୁଟିଆ ରହିବ ସେ ବିଷୟରେ ଦେଖିବାକୁ ଚାହାନ୍ତି । କାନାଡ଼ା ଗୋଟିଏ ବଡ଼ ଧରଣର ଦେଶକୁ ରକ୍ଷା କରୁଥିବା ରାଷ୍ଟ୍ର ରୂପେ ନିଜକୁ ପରିଣତ କରିଛି । ଏହା ମଧ୍ୟ ଗୋଟିଏ ସଦସ୍ୟଙ୍କ କଥାକୁ ନିଜ ରୂପରେ ଦେଖିବାକୁ ଚାହୁଁଛି । ଏ ସମ୍ପର୍କରେ ତୁମେ କ’ଣ ଦେଖିବ ସେଥିପାଇଁ ସେ ତାଙ୍କର ମତାମତ ଦେଉଛନ୍ତି। ଏ କ୍ଷେତ୍ରରେ କେରି ମଧ୍ୟ ଦେଖିବାକୁ ଚାହୁଁଛନ୍ତି ଯେ, ଆମେରିକା ତାଙ୍କ ସହିତ କିପରି ବ୍ୟବହାର କରିବ । ଯେତେବେଳେ କେରି ଏଭଳି କଥା କହୁଛନ୍ତି ସେତେବେଳେ ଏହା ଶୁଣାଯାଉଛି ଯେ, କେରି ଜି-୭ ରାଷ୍ଟ୍ରଙ୍କର ଜଣେ ସଦସ୍ୟ ହୋଇଛନ୍ତି ଏବଂ ଏହି ସଦସ୍ୟ ହୋଇଥିବା ହେତୁ ସେ ନାଟୋ ମେଣ୍ଟରେ ମଧ୍ୟ ସଦସ୍ୟ ଅଛନ୍ତି । କାନାଡ଼ା ଆବଶ୍ୟକ କରେ ଗୋଟିଏ ପ୍ରକାର କଡ଼ା ପଦକ୍ଷେପ । ଜି-୭ର ସଦସ୍ୟ ହୋଇଥିବା ହେତୁ ଆମେରିକା ହେଉଛି ଗୋଟିଏ ଦେଶ ଯିଏକି ବିଭିନ୍ନ ସହଯୋଗୀଙ୍କ ସହିତ ସମ୍ପର୍କ ରଖିଛି । ଏହା ହେଉଛି ଜି-୭ ଓ ନାଟୋର ଗୋଟିଏ ପ୍ରତିଷ୍ଠାତା ସଦସ୍ୟ । ଏହା ହେଉଛି ଗୋଟିଏ ନେତୃତ୍ୱ ନେଉଥିବା ସହଯୋଗୀ । ତଥାପି ମଧ୍ୟ ପାଶ୍ଚାତ୍ୟ ଦେଶମାନେ ସେମାନଙ୍କର ବ୍ୟବସାୟିକ କାରଣ ସମ୍ପର୍କରେ ନିଜର ବ୍ୟବସାୟିକ ଲକ୍ଷଣର କଥା ଦେଖୁଛନ୍ତି । ଏହା ମଧ୍ୟ ଦେଖାଯାଉଛି ଯେ, ଏ ସବୁ ସତ୍ତେ୍ୱ ନିଜର ବ୍ୟବସାୟକୁ ବଢ଼ାଇବାକୁ ହେଲେ ପୂର୍ବତନ ସହଯୋଗୀମାନଙ୍କ ସହିତ କାମ କରିବାକୁ ପଡ଼ିବ । ନାଟୋ ଏବଂ ଆମେରିକା ହେଉଛନ୍ତି ଏ ସମ୍ପର୍କରେ ବାଣିଜ୍ୟକୁ ନେଇ ନେତୃତ୍ୱ ନେଉଥିବା ସହଯୋଗୀ । ଏପରିକି ପାଶ୍ଚାତ୍ୟ ଦେଶମାନେ ଏ ସମ୍ପର୍କରେ ଅସ୍ଥିର ହୋଇଯାଉଛନ୍ତି, ଯାହା ଫଳରେ ଟ୍ରମ୍ପଙ୍କର ବଡ଼ ଧରଣର ବିରୋଧ କରିବାର ଶକ୍ତି ରହୁଛି । ଏହା ହେଉଛି ସାମାଜିକ ଗଣମାଧ୍ୟମର ଗୋଟିଏ ରୂପ । ଯେତେବେଳେ ପାଶ୍ଚାତ୍ୟ ଶକ୍ତିମାନେ ବିଭିନ୍ନ ପ୍ରକାର କଥାକୁ ଦେଖୁଛନ୍ତି ସେତେବେଳେ ତଥାକଥିତ ନିୟମମାନଙ୍କ ସମ୍ପର୍କରେ ସମସ୍ତେ ଦେଖିବାରେ ଲାଗିଛନ୍ତି । ତେଣୁ ସେଥିପାଇଁ ଏ ସମ୍ପର୍କରେ ଦେଖାଯାଉଥିବା ମିଥ୍ୟାକୁ ସେମାନେ ବିରୋଧ କରିବାରେ ଲାଗିଛନ୍ତି । ଏହା ହେଉଛି ଗୋଟିଏ ଆଇନ ଭିତ୍ତିକ ପୃଥିବୀ, ଯାହା ହେଉଛି ବଡ଼ ଧରଣର ଆନ୍ତର୍ଜାତିକ ନିୟମର କଥା । ଏହା ବାସ୍ତବିକତା ଦୃଷ୍ଟିକୋଣରୁ ଏବଂ ଆଇନଗତ ଦୃଷ୍ଟିକୋଣରୁ କାମରେ ଲାଗି ନ ପାରେ । ସେଥିପାଇଁ ଗୋଟିଏ ଟ୍ରମ୍ପଙ୍କର ସମାପ୍ତି ଘୋଷଣାକୁ ସମସ୍ତେ ଚାହୁଁଛନ୍ତି । ଏହା ହେଉଛି ଆଇନଭିତ୍ତିକ ଏ ସମାଜରେ କିପରି ଭାବରେ ଡୋନାଲ୍ଡ ଟ୍ରମ୍ପ ପୃଥିବୀକୁ ପରିବର୍ତ୍ତନ କରିବେ ତାହା ବର୍ତ୍ତମାନ ବଡ଼ ସମସ୍ୟାର କାରଣ ହୋଇଛି । ଏପରିକି ପାଶ୍ଚାତ୍ୟ ଜଗତରେ ସମାନ ପ୍ରକାରର ଶୁଳ୍କ ଅସମାନତାକୁ ଭଲ ଭାବରେ ହଟାଇପାରିବ । ଏଥିପାଇଁ ଦେଶରେ ଲୋକପ୍ରିୟ ନେତାମାନେ ଯେଉଁମାନଙ୍କ ଭିତରେ ଟ୍ରମ୍ପ ଅଛନ୍ତି, ସେ ଅନେକ କାର୍ଯ୍ୟ କରିପାରିବେ । ଏହାଛଡ଼ା ପାଶ୍ଚାତ୍ୟ ଶକ୍ତିମାନଙ୍କର ଅଗ୍ରଗତି ଫଳରେ ଚୀନ ଏବଂ ଭାରତ ଯେଉଁମାନେ କି ନିଜର ଅବସ୍ଥାକୁ ଠିକ୍‌ ଭାବରେ କାମ କରିପାରନ୍ତି, ସେମାନେ ମଧ୍ୟ କାର୍ଯ୍ୟ କରିବା ଉଚିତ । କେବଳ ଡାବୋସର ଲୋକ ଏକଥା କରିପାରିବ । ଏହି ବ୍ୟକ୍ତି ଗୋଟିଏ କଥାକୁ ଯୋଡ଼ିଥିଲା ଯେଉଁଥିରେ ସାମୁଏଲ ହର୍ମାନଗନ କହିଥିଲେ ଯେ, କାନାଡ଼ାର ଅନେକଗୁଡ଼ିଏ ବା ବ୍ରିଟିଶର ଅନେକଗୁଡ଼ିଏ କଥା ଏଥିରେ ଯୋଡ଼ି ହେଉଛନ୍ତି ଏବଂ ସେଥିପାଇଁ ଦେଶମାନେ କାମ କରୁଛନ୍ତି । ସେମାନେ ଏ ପର୍ଯ୍ୟନ୍ତ କେବେହେଲେ ଉପରକୁ ଉଠିନାହାନ୍ତି ବା ସେମାନଙ୍କର ନିଦ ଭାଙ୍ଗିନାହିଁ । ସେମାନେ ଏ ପର୍ଯ୍ୟନ୍ତ ନିଦରେ ଶୋଇଛନ୍ତି । ଏଥିପାଇଁ ମଧ୍ୟ ବ୍ରିଟେନର କେନ୍ଦ୍ରୀୟ ବ୍ୟାଙ୍କ କାମ କରୁଛି । କାନାଡ଼ା ଏବଂ ଅନ୍ୟ ଦେଶମାନେ ଏଥିପାଇଁ କାମ କରୁଛନ୍ତି । ସେଥିପାଇଁ କାର୍ଣ୍ଣେ ଯିଏକି ହେଉଛନ୍ତି କାନାଡ଼ାର ପ୍ରଧାନମନ୍ତ୍ରୀ ସେ ଅନେକ ଦିନ ହେବ ଏ ସମ୍ପର୍କରେ ମନ୍ତବ୍ୟ ଦେଉଛନ୍ତି । ଏହାଛଡ଼ା କାନାଡ଼ାର ମୂଳ ବ୍ୟକ୍ତି ହଣ୍ଟିଂଟନ କହିଛନ୍ତି ଯେ, ଏହା ସହିତ ଗୋଟିଏ ବ୍ୟକ୍ତି ଜଡ଼ିତ ହୋଇ ରହିଛି, ଯିଏକି ଏ ଦେଶକୁ ଅଗ୍ରଗତିରେ ଆଣିପାରିବ । ଯଦି ଏହା କରାଯାଏ ତା’ହେଲେ ଏହା ଗୋଟିଏ ଭୁଲ୍‌ ହେବ । ଏହାଦ୍ୱାରା ଲୋକମାନଙ୍କର ବିଶ୍ୱାସ କ୍ରମେ କ୍ରମେ କମିଯିବ ଏବଂ ତାହା ଗୋଟିଏ ବିରୋଧୀ କାର୍ଯ୍ୟ ସୃୃଷ୍ଟି କରିବ । ଏଥିପାଇଁ ଯେକୌଣସି ପୁରୁଣା ସମସ୍ୟାକୁ ସମାଧାନ କରିବାକୁ ସମସ୍ତେ କହୁଛନ୍ତି । ଯାହାହେଉ ପୃଥିବୀର ସେଭଳି ଅବସ୍ଥା ଆସିବ କି କ’ଣ ତାହାକୁ ନେଇ ଗୋଟିଏ ନୂଆ କଥା ସୃଷ୍ଟି ହେଉ। କାନାଡ଼ା ଏଥିପାଇଁ ବର୍ତ୍ତମାନ ବିରୋଧ କରୁଛି ଯେ, ଏ ଦେଶକୁ ବାଧ୍ୟ କରାନଯାଉ ଆମେରିକା ସହିତ ଚୁକ୍ତି କରିବାରେ । ଏ ସମ୍ପର୍କରେ ଡେଭିସ ମ୍ୟାନ୍‌ ବୋଲି ଗୋଟିଏ ପୁସ୍ତକ ଲେଖାହୋଇଛି । ଏଥିପାଇଁ ଏହାର ସମାଧାନ ପାଇଁ ଗୋଟିଏ ପ୍ରଚେଷ୍ଟା କରାଯାଉଛି ଯେଉଁଥିରେ ଗୋଟିଏ ବ୍ୟବସ୍ଥା ସମ୍ପର୍କରେ ଚେଷ୍ଟା ଚାଲିଛି । କେବଳ ସେହି ଚେଷ୍ଟା ହେଉଛି ଯେ କି ଶତାବ୍ଦୀ ଶତାବ୍ଦୀ ଧରି ବଡ଼ ଧରଣର ଟିକସ ନେଉଥିବାର ପ୍ରଶ୍ନ । ଯାହା ହେଉଛି ଗୋଟିଏ ଏପରି ବ୍ୟବସ୍ଥା ଯାହାକି ସଂକୀର୍ଣ୍ଣ ରୂପେ ବିଭିନ୍ନ ସହଯୋଗକୁ ବଢ଼ାଇପାରେ । ଏହାଛଡ଼ା ଏଥିରେ ଅନେକଗୁଡ଼ିଏ ତଥ୍ୟର ସନ୍ଧାନ ମିଳେ  । ଏହାକୁ ନିଜର ଆଞ୍ଚଳିକ ସହଯୋଗୀମାନଙ୍କର ସମ୍ପର୍କରେ କୁହାଯାଇପାରେ । କାନାଡ଼ା ବର୍ତ୍ତମାନ ଚେଷ୍ଟା କରୁଛି ଯେ, ଆମେରିକାର ଡୋନାଲ୍ଡ ଟ୍ରମ୍ପ ଯେପରି କହୁଛନ୍ତି ଯେ, ସେ ଏ ଦେଶକୁ ତା’ ସହିତ ମିଶାଇଦେବେ ତାହାକୁ ସେ ବିରୋଧ କରିବାରେ ଲାଗିଛନ୍ତି । ସେ କହିଛନ୍ତି ମୁଁ ପୂର୍ବରୁ ଏ ବିଷୟରେ ବିସ୍ତୃତ ଭାବରେ କଥା ରଖିଛି ଯେ, ବିଶ୍ୱ ବ୍ୟବସ୍ଥା ଲାଗୁ ହେବ । ଭାରତ ପରି ନିଜର ବ୍ୟବସ୍ଥାକୁ ବଢ଼ାଇ ରଖୁଥିବା ଦେଶର ଯିଏକି କାନାଡ଼ା ଆବଶ୍ୟକ କରୁଛି ଯାହାକୁ ବିଭିନ୍ନ ପ୍ରକାର ପ୍ରଚେଷ୍ଟାରେ ଯୋଡ଼ାଯିବ ଯେତେବେଳେ କେବଳ ଅନ୍ୟ ଦେଶମାନେ ସେଥିରେ ଯୋଗ କରିବେ ନାହିଁ । ଗୋଟିଏ ଉଦାହରଣ ହେଉଛି ଯେ, ଏ ସମ୍ପର୍କରେ ୟୁରୋପିଆନ ୟୁନିଅନ ନିଜର ମୁକ୍ତ ବାଣିଜ୍ୟକୁ ମନକୋର ଦେଶ ସମୂହ ଏବଂ ଆର୍ଜେଣ୍ଟାଇନା, ବୋଲିଭିଆ ଆଦି ଦେଶମାନଙ୍କ ସହିତ ମିଶି ଏ କାର୍ଯ୍ୟ କରିବାକୁ ଲାଗିଛି । ଭାରତ ଏ ସମ୍ପର୍କରେ ବୋଲିଭିଆ ସାଙ୍ଗରେ ସମ୍ପର୍କ ରଖିବ ବୋଲି କହିଥିଲେ ମଧ୍ୟ ଉରୁଗେ ଏବଂ ସେଥିପାଇଁ ସହିତ ମଧ୍ୟ ସମ୍ପର୍କ ରଖିବାକୁ ଚାହୁଁଛି । ଏ ସମ୍ପର୍କରେ ଉରୁଗେ ଓ ଅନ୍ୟ ଦେଶମାନେ ଅନେକ ନିୟମ ଭଙ୍ଗ କରିବାକୁ ଚାହୁଁଛନ୍ତି । ଏ ସମ୍ପର୍କରେ ଆମେରିକାର ଅନ୍ୟ ଗୋଟିଏ ଭଙ୍ଗୁଳ ଅଂଶ ଅନ୍ୟ ନିୟମ ଲାଗୁ କରିବ ଏବଂ ପ୍ରତିଷ୍ଠାନଗୁଡ଼ିକ ଏ ସମ୍ପର୍କରେ କାମରେ ଲାଗିବ । ଏଠାରେ ଆମେରିକା ବଡ଼ ଧରଣର କଥାକୁ ଦେଖୁଛି ଏବଂ ଏହାର ପ୍ରତିଷ୍ଠାନମାନଙ୍କୁ ରକ୍ଷା କରିବାକୁ ଚେଷ୍ଟା କରୁଛି । ଏହା ହେଉଛି ଚିନ୍ତା କରିବାର ଗୋଟିଏ ସମୟ ଯେତେବେଳେ ନିଜର ସ୍ୱାର୍ଥକୁ ଦେଖୁଥିବା ଦେଶମାନେ ହେଉଛନ୍ତି ଅନ୍ୟ ଦେଶମାନଙ୍କ ପାଇଁ ଅବଶ୍ୟମ୍ଭାବୀ । ବର୍ତ୍ତମାନ ସମୟ ଆସିଛି ଯେତେବେଳେ ପୂର୍ବତନ ଆମେରିକାର ସଚିବ ମାଟେଲିନ ଆଲ୍‌ବ୍ରାଇଟଙ୍କ କଥାକୁ ବୁଝିବା ଉଚିତ । 

ମୋଟ ଉପରେ କହିବାକୁ ଗଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବର୍ତ୍ତମାନ ଆମେରିକାର ଏକ ନୂଆ ନକ୍ସା ବାହାର କରିଛନ୍ତି । ଏହି ନକ୍ସାରେ ଆମେରିକା ସହିତ କାନାଡ଼ା, ଗ୍ରୀନ୍‌ଲାଣ୍ଡ ଆଦି ଦେଶମାନ ମିଶି କରି ରହିଛି, ଯାହା ଅତ୍ୟନ୍ତ ଅତି ଅବାସ୍ତବ କଥା ଅଟେ । କାରଣ କାନାଡ଼ା ଭଳି ବିରାଟ ଦେଶ ଯଦିଓ ଆମେରିକା ସହ ଯୋଡ଼ା ଯାଇଛି ତଥାପି ମଧ୍ୟ ଏ ଦେଶ କେବେହେଲେ ଆମେରିକା ସହିତ ମିଶିପାରିବ ନାହିଁ । ସେଥିପାଇଁ କାନାଡ଼ାର ପ୍ରଧାନମନ୍ତ୍ରୀ କେରି ସ୍ପଷ୍ଟ ଭାବରେ କହୁଛନ୍ତି ଯେ, ଆମେରିକା ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ । ଏହାର ଅର୍ଥ ହେଉଛି ଆମେରିକାରେ କାନାଡ଼ା କେବେହେଲେ ମିଶିବା ସମ୍ଭବ ନୁହେଁ । କାନାଡ଼ା ଏକ ବିରାଟ ଏବଂ ସ୍ୱତନ୍ତ୍ର ଦେଶ । ସେ ଦେଶ ଏହିଭଳି ଭାବରେ ରହିବ ସେଥିରେ କୌଣସି ସନ୍ଦେହ ନାହିଁ ।

e-mail:kharabelaswain(@gmail.com
ମୋବାଇଲ୍‌ - ୯୪୩୭୦୨୦୨୯୦