ପଣ୍ଡିତ ଶଶୀକାନ୍ତଙ୍କୁ ବ୍ୟାସଶ୍ରୀ ଭାରତ ସମ୍ମାନ


 ବ୍ୟାସନଗର : ମା’ ଦୁର୍ଗାଙ୍କ ପୂଜକ ତଥା ପଣ୍ଡିତ ଶଶୀକାନ୍ତ ଉପାଧ୍ୟାୟଙ୍କୁ ବ୍ୟାସଶ୍ରୀ ଭାରତ ସମ୍ମାନରେ ସମ୍ମାନିତ କରାଯାଇଛି । କଲଚୁ୍ୟରାଲ ଡ଼େଭଲପମେଣ୍ଟ ଫାଉଣ୍ଡେସନ ପୁରୀ ପକ୍ଷରୁ ଅନୁପମା ଥିଏଟରରେ ଅୟୋଜିତ ଜାତୀୟ ମେଗା ପୁରସ୍କାର କାର୍ଯ୍ୟକ୍ରମରେ ପଣ୍ଡିତ ଶଶୀକାନ୍ତଙ୍କୁ ଉପରୋକ୍ତ ଉପାଧିରେ ସମ୍ମାନିତ କରାଯାଇଥିଲା ।