ପ୍ରତି ପଞ୍ଚାୟତରେ ଖୋଲିବ ତହସିଲ

 ପ୍ରତି ପଞ୍ଚାୟତରେ ତହସିଲ ଖୋଲିବ । ଏ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ମାସରେ ୨ ଥର ପଞ୍ଜାୟତକୁ ଯିବେ ରାଜସ୍ୱ ଅଧିକାରୀ । ତହସିଲଦାର, ଅତିରିକ୍ତ ତ÷ସିଲଦାର ପଞ୍ଚାୟତକୁ ଯିବେ । ରାଜସ୍ୱ ଅଫିସରେ ଜମିଜମା ସମସ୍ୟା ସମାଧାନ ହେବ । ତହସିଲ କାମ ପାଇଁ ଆଉ ବ୍ଲକ ଯିବାକୁ ପଡ଼ିବ ନାହିଁ ।