ପ୍ରାକ୍ତନ ଅଧ୍ୟକ୍ଷଙ୍କ ଉଦେ୍ଦଶ୍ୟରେ ସ୍ମୃତି ଚାରଣ ସଭା

ଜଟଣୀ  : ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛତାବର ଠାରେ ଅବସ୍ଥିତ ବାଉରୀବନ୍ଧୁ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ରାଜକିଶୋର ପ୍ରଧାନଙ୍କ ଉଦେ୍ଧଶ୍ୟରେ ଏକ ସ୍ମୃତି ଚାରଣ ସଭା ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟବ୍ରତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସୁଧୀର କୁମାର ପଟ୍ଟନାୟକ, ଦୀନବନ୍ଧୁ ବେହେରା, ଶ୍ରୀହର୍ଷ ମହାପାତ୍ର, ସାରଙ୍ଗଧର ମହାପାତ୍ର, ଅଶୋକ କୁମାର ଓଝା, ରବୀନ୍ଦ୍ର ନାଥ ସ୍ୱାଇଁ, ସମୀର ଜେନା, ପ୍ରଗତି ଦାସ, ଚନ୍ଦ୍ରଶେଖର ପଟ୍ଟନାୟକ, ନିପନ ପଟ୍ଟନାୟକ, ସଂଜୀବ ରାୟ, ହେମନ୍ତ ଶତପଥୀ, ଜିତେନ୍ଦ୍ର ନାଥ ସାମନ୍ତରାୟ, ସଦାନନ୍ଦ ମହାରଣା, ଅନୁପମା ମଲ୍ଲିକ, ଦିବ୍ୟସ୍ମିତା ପ୍ରଧାନ ଓ କାଳୁ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ସ୍ୱର୍ଗତ ଆତ୍ମାର ସଦଗତି କାମନା ଓ ସ୍ମୃତିଚାରଣ କରିବା ସହିତ ନୀରବ ପ୍ରାର୍ଥନା କରାଯାଇଥିଲା ।