ପ୍ରୟାଗରାଜରେ ମହାକୁମ୍ଭମେଳାରେ ବଡ଼ ଧରଣର ଅଗ୍ନିକାଣ୍ଡ

ପ୍ରୟାଗରାଜରେ ମହାକୁମ୍ଭମେଳାରେ ବଡ଼ ଧରଣର ଅଗ୍ନିକାଣ୍ଡ

ପ୍ରୟାଗରାଜ ମହାକୁମ୍ଭ ମେଳାରେ ବଡ଼ ଧରଣ ଅଘଟଣ। ମେଳାରେ ବଡ଼ ଧରଣର ଅଗ୍ନିକାଣ୍ଡର ଚିତ୍ର ସାମ୍ନାକୁ ଆସିଛି । ଶାସ୍ତ୍ରୀ ବ୍ରିଜ୍ ନିକଟ କ୍ୟାମ୍ପରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଟେଣ୍ଟ ଗୁଡ଼ିକ ଜଳିଯାଇଥିବା ଦେଖିବାକୁ ମିଳିଛି  ।   ସିଲିଣ୍ଡର ବ୍ଲାଷ୍ଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି। ଘଟଣା ସ୍ଥଳରେ ପହଁଚିଛି ଅଗ୍ନିଶମ ବାହିନୀ  ।  ଅଗ୍ନିଶମ ଅଧିକାରୀ ମାନେ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ଅଗ୍ନିକାଣ୍ଡରେ ଘଟିଥିବା କ୍ଷୟକ୍ଷତି ସମ୍ପର୍କରେ ଜଣାପଡ଼ିନାହିଁ  ।