ବନ୍ୟାରେ ଧସିଗଲା ମହାପୁରୁଷ ପୀଠ
ବରୀ : ଏହି ବ୍ଲକ ଭଅଁରା ପଞ୍ଚାୟତର ରାଇପୁର ନଦୀବନ୍ଧ ନିକଟରେ ରହିଛି ବାହା ମହାପୁରୁଷଙ୍କ ସମାଧି ପୀଠ । ଖରସ୍ରୋତା ନଦୀ କୂଳରେ ରହିଥିବାରୁ ଏଥର ବନ୍ୟା ପାଣିରେ ଧସିଯାଇଛି । ବାବାଙ୍କ ସମାଧି ପୀଠ ଅଞ୍ଚଳବାସୀଙ୍କ ବିଶ୍ୱାସ ରହିଛି । ମହାପୁରୁଷ ନିକଟରେ କେଉଁ ଆବମାନ କାଳରୁ ରହିଛି । ଭାଙ୍ଗିରୁଜି ଗଲାଣି ପିଣ୍ଡି । ମରାମତି ନହେଲେ ଖରସ୍ରୋତା ନଦୀଗର୍ଭକୁ ଚାଲିଯିବ ମହାପୁରୁଷଙ୍କ ପୀଠ ବୋଲି ଅଞ୍ଚଳବାସୀ କହିଛନ୍ତି ।