ବାର୍ଷିକ କ୍ରୀଡ଼ା ଉତ୍ସବ 

ନୂଆପଡା : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡ଼ିଆଳ ବ୍ଲକ ଉକôଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମିଶନ ଠାରେ ବିଦ୍ୟାଳୟସ୍ତରୀୟ ୫୫ତମ ବାର୍ଷିକ କ୍ରୀଡା ଉସôବ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅରୁଣ କୁମାର ନାଗ ସି ଆର ସି ମାଣିକ୍ୟ ଦେବୀ କ୍ଲଷ୍ଟର, ସମ୍ମାନିତ ଅତିଥି ଭାବରେ ପରିଚାଳନା କମିଟିର ଚେୟାରମ୍ୟାନ କ୍ଷୀର ସାଗର ବାଗ , ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସଂଗୀତା ପାଲ, ବରିଷ୍ଠ ଶିକ୍ଷୟତ୍ରୀ ବୀଣା ସିଂ ବାରିକ, ଚନ୍ଦ୍ରିକା ମଲ୍ଲିକଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ । ପ୍ରତିଯୋଗୀ ମାନଙ୍କୁ ଖେଳ ର ଉପକରିତା ଓ ବ୍ୟବହାର ସହ ଏକତା ର ମନୋଭାବ ନେଇ ଖେଳିବାକୁ ବକ୍ତବ୍ୟ ରଖି ଉସôାହ ପ୍ରଦାନ କରିଥିଲେ ।ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ତିନୋଟି ସ୍ତରରେ ଅଂଶ ଗ୍ରହଣ କରିଥିଲେ । ସଫଳତା ପାଇଥିବା ଅଂଶ ଗ୍ରହଣକରୀଙ୍କୁ ପୁରସ୍କୃତ କରାଯାଇଥିଲା  । କାର୍ଯକ୍ରମକୁ ସ୍ନେହସଲିଲା ଦାନି ପରିଚଳିନା କରିଥିଲେ  ।