ବିଜେପି ପାଳିଲା ବିଜୟ ଉସବ

 କେନ୍ଦ୍ରାପଡା:  ମହାରାଷ୍ଟ୍ର ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ କେନ୍ଦ୍ରାପଡା ବିଜେପି ତରଫରୁ ଏକ ବିଜୟ ଉସôବ କେନ୍ଦ୍ରାପଡା ପୁରୁଣା ବସ୍ ଷ୍ଟାଣ୍ଡ ଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ା ବିଜେପି ବିଧାନସବା ପ୍ରାର୍ଥୀନୀ ଗୀତାଞ୍ଜଳୀ ସେଠୀଙ୍କ ନେତୃତ୍ୱରେ ଏହି ବିଜୟ ଉସ୍ଥବ ଅବସରରେ ବିଜେପି କାର୍ଯ୍ୟକର୍ତ୍ତା ବାଜା ବଜାଇ ବାଣ ଫୁଟାଇବା ସହିତ ମିଠା ବଣ୍ଟନ ଓ ମିଠା ଖୁଆଇ ବିଜୟ ଉସôବ ପାଳନ କରିଛନ୍ତି । ଏହି ବିଜୟ ଉସôବରେ ନଗର ସଭାପତି ପ୍ରମୋଦ ମହାନ୍ତି, ବିନୋଦ ବେହେରା, ପୁରୁଷୋତ୍ତମ ଦାସ, ମେଡିଆ ସେଲ ପ୍ରମୁଖ ନେହେରୁ କୁମାର ସାହୁ, ମନିନ୍ଦ୍ର ରାଉତ, ବାସୁଦେବ ତ୍ରିପାଠୀ, ସୁବାସ ସାହୁ, ଅମିତାଭ ସୁଆର, ବିଜୟ କୁମାର୍ ସାହୁ, ଲକ୍ଷ୍ମୀକାନ୍ତ ସାହୁ, ଦୟାନିଧି ବଳ ଓ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଝୀଲ୍ଲୀ ଦାସ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇ ଥିଲେ ।