ବିପୁଳ ପରିମାଣର ବାଣ ଜବତ : ୨ ଗିରଫ
ଗଞ୍ଜାମ- ବ୍ରହ୍ମପୁର ସଦର ଥାନା ପୁଲିସ୍ ନାଇଟ ପାଟ୍ରୋଲିଙ୍ଗ ବେଳେ ଲାଠି ଗ୍ରାମର ଏକ ଘର ମଧ୍ୟରୁ ବିପୁଳ ପରିମାଣରେ ବେଆଇନ ବାଣ ଜବତ କରିଛି । ଏ ସଂକ୍ରାନ୍ତରେ ବିକ୍ରମ ଗଜେନ୍ଦ୍ର ଓ ଦିପକ ରେଡିକୁଂ ଗିରଫ କରି ଥାନାରେ ୩୫୭/୨୪ ରେଏକ ମାମଲା ରୁଜୁ କରିଛି ।
Join our subscribers list to get the latest news, updates and special offers directly in your inbox
ଗଞ୍ଜାମ- ବ୍ରହ୍ମପୁର ସଦର ଥାନା ପୁଲିସ୍ ନାଇଟ ପାଟ୍ରୋଲିଙ୍ଗ ବେଳେ ଲାଠି ଗ୍ରାମର ଏକ ଘର ମଧ୍ୟରୁ ବିପୁଳ ପରିମାଣରେ ବେଆଇନ ବାଣ ଜବତ କରିଛି । ଏ ସଂକ୍ରାନ୍ତରେ ବିକ୍ରମ ଗଜେନ୍ଦ୍ର ଓ ଦିପକ ରେଡିକୁଂ ଗିରଫ କରି ଥାନାରେ ୩୫୭/୨୪ ରେଏକ ମାମଲା ରୁଜୁ କରିଛି ।
Rasmita Behera Feb 1, 2025 4889
Rasmita Behera Jul 11, 2025 3747
Rasmita Behera Jul 22, 2025 5031
Rasmita Behera Aug 14, 2025 4623
Rasmita Behera Feb 21, 2025 5057
Rasmita Behera Sep 29, 2024 7243
Henamanjaree Swain Oct 23, 2025 6109
Samir Kumar Rout Jan 20, 2026 6038
Rasmita Behera Sep 3, 2025 5928
Rasmita Behera Nov 18, 2024 5618
Total Vote: 17
ପୂର୍ବର ବିଜେଡ଼ି ସରକାର