ବେତନଟୀ ବ୍ଲକରେ ଛାତ୍ରଛାତ୍ରୀଙ୍କ କୃତିତ୍ୱ: ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ

ବେତନଟୀ: ସିବିଏସ୍ ୧୦ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ବେତନଟୀ ବ୍ଲକର ୧୭ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତ ଉପରେ ନମ୍ବର ରଖିଛନ୍ତି । ବେତନଟୀ ଆର୍ଦଶ ବିଦ୍ୟାଳୟର ଛାତ୍ର ସତ୍ୟ ପ୍ରକାଶ ବିନ୍ଧାଣୀ ୯୬ ଶତକଡା ନମ୍ବର ରଖି ବ୍ଲକ ଟପ୍ପର ହୋଇଛନ୍ତି । ସେହିଭଳି ସେଣ୍ଟ ଜେଭିଆର ସ୍କୁଲର ପ୍ରତିକା ବେହେରା ୯୫.୮, ଦିବ୍ୟଜ୍ୟୋତି କନଭେଣ୍ଟ ସ୍କୁଲର ପ୍ରତିକ ସେନାପତି ୯୫.୪, ଧବନୀ ଖଣ୍ଡେଲୱାଲ ସମାନ ୯୫. ୨, ଆର୍ଦଶ ବିଦ୍ୟାଳୟର ଜ୍ୟୋତି କୁମାରୀ ସାହୁ ୯୫.୨, ସେହି ବିଦ୍ୟାଳୟର ଏସକେ ରିଜୁଆନ ଅଲ୍ଲୀ ୯୪.୬, ସେହି ବିଦ୍ୟାଳୟର ସ୍ୱାତୀ ପ୍ରିୟଦର୍ଶିନୀ ସାମଲ ୯୪.୨, ଦିବ୍ୟଜ୍ୟୋତି ସ୍କୁଲର ସ୍ରଧା ଅଗ୍ରୱାଲ ୯୪, ଆର୍ଦଶ ବିଦ୍ୟାଳୟର ଦେବଶ୍ରୀ ରାଜନନ୍ଦୀନି ଜେନା ୯୩.୬, ସେହି ବିଦ୍ୟାଳୟର କୈସିକ କୁମାର ସାହୁ ୯୩.୨, ଦିବ୍ୟ ଜ୍ୟୋତି ସ୍କୁଲର ସ୍ୱାସ୍ତିକା ମହାନ୍ତି ୯୨, ଆର୍ଦଶ ବିଦ୍ୟାଳୟର ଅଦିତି ସାମଲ ୯୧.୨, ସେହି ବିଦ୍ୟାଳୟର ଦିବ୍ୟାସିଂ ଦାସ ୯୧, ସେହି ବିଦ୍ୟାଳୟର ନିର୍ଭୟ କୁମାର ମହାନ୍ତ ୯୦.୪, ଦିବ୍ୟ ଜ୍ୟୋତି ସ୍କୁଲର ଅନୁରାଗ ନାଏକ ୯୦.୪, ଆର୍ଦଶ ବିଦ୍ୟାଳୟର ରବିନ୍ଦ୍ର ନାଥ ମହାନ୍ତ ୯୦, ଦିବ୍ୟ ଜ୍ୟୋତି ସ୍କୁଲର ପ୍ରତ୍ୟଶ ପାଲ ୯୦ ନମ୍ବର ରଖିଛନ୍ତି ।