ମନମୋହୁଛି ଧନୁଯାତ୍ରା,  ଜମୁଛି ଲୋକଙ୍କ ଭିଡ଼

 ଭବାନୀପାଟଣା: ଭବାନୀପାଟଣା ସଦର ବ୍ଲକ ସେଁପୁର ଦୁର୍ଗାମଣ୍ଡପ ପଡିଆରେ ଗୁରୁବାର ଠାରୁ ଧନୁଯାତ୍ରା ମହୋସôବ ଆରମ୍ଭ ହୋଇଛି  । ଗ୍ରାମବାସୀଙ୍କ ସହଯୋଗରେ ଏହି ମହୋସôବ ଦୀର୍ଘ ୯ ବର୍ଷ ହେଲା  ହୋଇ ଆସୁଅଛି  । ଏଥିରେ କଂସ ଭୂମିକାରେ ବରଗଡ ସ୍ଥିତ ଚିଚିଣ୍ଡାର ଝସକେତନ ପ୍ରଧାନଙ୍କ ଅଭିନୟ ଲୋକଙ୍କ ମନମୋହୁଛି  । ମୀନାବଜାର ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଉସôବମୁଖର ହୋଇଉଠିଛି ଅଞ୍ଚଳ  । ଚତୁର୍ଥ ରଜନୀରେ ମୁଖ୍ୟଅତିଥି ଭାବେ ସଂଜୀବ କୁମାର ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନରେଶ ସାହୁ, ବିବେକ ରଞ୍ଜନ ନାଗ, ରୋଶନ ଲାଲ ଛତର, ଡୋଳେଶ୍ୱର ସାହୁ, ପ୍ରମୋଦ ସାହୁ, ଖୁସିରାମ ସାହୁ, ମାନଗୋବିନ୍ଦ ମାଝ, ସୁଶାନ୍ତ ମାଝୀ, ଭାଗ୍ୟବାନ ସାହୁ, କିଶୋର ସାହୁ, ଅଭିଷେକ ବାଗ, ରାଜେଶ ପ୍ରସାଦ ସାହୁ, ସୁଧାଂଶୁ ସାହୁ, ଯୋଗୀରାମ ବାଗ, ବୈଷମ ମାଝୀ, ବାଳକ୍ରିଷ୍ଣା ପାରି, ପଙ୍କଜ ବାଗ ପ୍ରମୁଖ ଯୋଗଦେଇଥିଲେ  । ସେହିପରି ବା‚ାନିଧି ମିଶ୍ର, ଲୋକନାଥ ବଛା, ତାପସ ପ୍ରଧାନ, ପ୍ରସନ୍ନ ବାଗ, ମହିନ୍ଦ୍ର ବଛା, ଛନ୍ଦାଚରଣ ବାଗ, ଜନାର୍ଦ୍ଦନ ବାଗ, ଭବାନୀ ଶଙ୍କର ସାହୁ, ଯଶୋବନ୍ତ ବାଗ, ଶିବା ମାଝୀ, ଶିବା ବାଗ, ଅନିଲ ମାଝୀ, ରମେଶ ବାଗ, କ୍ରିଷ୍ଣା ବାଗ, ଶ୍ୱେତାମ୍ବର ବାଗ, ବରୁଣ ପାରି, ଜିତେନ୍ଦ୍ର ବାଗ,ଦେବରାଜ ବାଗ, ହରି ବାଗ, ବିଜୟ ସାହୁ, ଦିକଚନ ବାଗ, ମଣ୍ଟୁ ବଗର୍ତ୍ତୀ, ଶିଶୁପାଳ ବାଗ, ଜ୍ୟୋତି ପ୍ରସାଦ ବାଗ, ଲିଙ୍ଗରାଜ ମାଝୀ, ମନଧର ଗହୀର ପରିଚାଳନା କରିଥିଲେ  ।