ମନୋଜ ହେଲେ ଓପିଏସସି ସଦସ୍ୟ

 ଭୁବନେଶ୍ୱର : ଓପିଏସସିର ନୂତନ ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି ଅବସରପ୍ରାପ୍ତ ଆଇଏଏସ ମନୋଜ କୁମାର ମହାନ୍ତି  । ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ପୂର୍ବରୁ କାର୍ଯ୍ୟ କରିଥିବା ଶ୍ରୀ ମହାନ୍ତିଙ୍କୁ କାର୍ଯ୍ୟରେ ଯୋଗଦେବାର ୬ ବର୍ଷ ପାଇଁ କିମ୍ବା ୬୨ ବର୍ଷ ହେବା ପର୍ଯ୍ୟନ୍ତ ନିଯୁକ୍ତି ଦିଆଯାଇଛି  ।