ମନ୍ତ୍ରୀଙ୍କ ଉପକରଣ ବଣ୍ଟନ
ଭୁବନେଶ୍ୱର : ଜଙ୍ଗଲ ପରିବେଶ, ଜଳବାୟୁ ପରିବର୍ତ୍ତନ ଶ୍ରମ ଓ ବୀମା ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଯଶିପୁର ବିଧାନସଭା ଅନ୍ତର୍ଗତ ରରୁଆଁ ଠାରେ ଧରତୀ ଆବା ଜନଜାତୀୟ ଗ୍ରାମ ଉକôର୍ଷ ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ଅବସରରେ ଶ୍ରୀ ଖୁଣ୍ଟିଆ ଉପସ୍ଥିତ ଜନଜାତି ସମାଜଙ୍କ ସଶକ୍ତିକରଣ ନିମନ୍ତେ ବିଭିନ୍ନ ଉପକରଣ ମାନ ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷ, ବିଭିନ୍ନ ପଞ୍ଚାୟତର ସରପଞ୍ଚ ସରକାରୀ ଅଧିକାରୀ ମାନେ ଉପସ୍ଥିତ ଥିଲେ ।