ମହାକାଶରୁ ଶୁଭାଂଶୁ ଶୁକ୍ଳାଙ୍କ ଘର ବାହୁଡା

ମହାକାଶରୁ ଶୁଭାଂଶୁ ଶୁକ୍ଳାଙ୍କ ଘର ବାହୁଡା । ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନରେ ୧୮ଦିନ ରହିଥିଲେ । ଆଉ କିଛି ସମୟ ପରେ ପୃଥିବୀକୁ ଫେରିବେ । ତାଙ୍କ ସହ ଅକ୍ସିଅମ୍ ମିଶନରୁ  ୪ଜଣ ମହାକାଶଚାରୀ ଫେରୁଛନ୍ତି । ଶୁଭାଂଶୁଙ୍କୁ ସୁରକ୍ଷିତ ଫେରିବା ବାଟକୁ ଚାହିଁ ରହିଛନ୍ତି ସାରା ଦେଶବାସୀ ।