ମହାକାଶରୁ ଫେରିଲେ ଶୁଭାଂଶ
ଅବତରଣ କଲେ ଶୁଭାଂଶୁ ଶୁକ୍ଳା । ସଫଳତାର ସହ ଫେରିଛନ୍ତି ଶୁଭାଂଶୁ । କାଲିଫର୍ଣ୍ଣିଆ ତଟବର୍ତ୍ତୀ ପ୍ରଶାନ୍ତ ମହାସାଗରରେ ଓହ୍ଲାଇଲେ । ତାଙ୍କ ସହ ସୁରକ୍ଷିତ ଫେରିଛନ୍ତି ଅନ୍ୟ ତିନି ମହାକାଶଚାରୀ । ଟେଲିଭିଜନ୍ ପରଦାରେ ଭାବବିହ୍ୱଳ ହୋଇଛନ୍ତି ପରିବାର ଲୋକେ ।