ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ : ଘୋଟାଲାର ପର୍ଦ୍ଦାଫାଶ
ଓପିଆରବି କେଳେଙ୍କାରୀ ଘଟଣା : ମୁଖ୍ୟମନ୍ତ୍ରୀଙ୍କ ଅଫିସର ହସ୍ତକ୍ଷେପ ସୂଚନା ା ବିଶ୍ୱସ୍ଥ ସୂତ୍ରରୁ ପ୍ରକାଶ ସିଏମଓରୁ ବ୍ରହ୍ମପୁର ଏସପିଙ୍କୁ ଫୋନ୍ ଯାଇଥିବା ସୂଚନା । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶରେ ବ୍ରହ୍ମପୁର ଏସପି ତତ୍ପରତା ପ୍ରକାଶ କରିଥିଲେ । ବ୍ରହ୍ମପୁର ଉପକଣ୍ଠ ଇଛାପୁରମରୁ ୩ଟି ବସ୍ ରୁ ୧୧୪ ପରୀକ୍ଷାର୍ଥୀଙ୍କୁ ଧରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ ପରେ ବଡ ଘୋଟାଲାର ପର୍ଦ୍ଦାଫାଶ ହେବାକୁ ଯାଉଛି ।