ରଘୁନାଥ ପଟ୍ଟନାୟକଙ୍କ ଜୟନ୍ତୀ
ଜୟପୁର: ପୂର୍ବତନ ରାଜ୍ୟ କେବିନେଟ ମନ୍ତ୍ରୀ ସ୍ୱର୍ଗତ ରଘୁନାଥ ପଟନାୟକଙ୍କ ୯୬ ତମ ଜନ୍ମ ଦିବସ ପାଳିନ କରାଯାଇଛି । ରଘୁନାଥ ପଟ୍ଟନାୟକ ଛକ ଠାରେ ସ୍ଥାପିତ ସ୍ୱର୍ଗତ ରଘୁନାଥ ପଟନାୟକଙ୍କ ପ୍ରତିମୂର୍ତ୍ତିରେ ସହରର ମାନ୍ୟଗୋନ୍ୟ ବ୍ୟକ୍ତି ମୋଦନ ନାୟକ, ବିନୋଦ ମହାପାତ୍ର, ବୁଲୁ ସାହୁ, ନବିନ ମାଦଳା, ବସନ୍ତ ପାତ୍ର, ପ୍ରହ୍ଲାଦ ପାତ୍ର, ପୁତ୍ର ବୀରେନ ପଟନାୟକ, ଧିରେନ୍ ପଟନାୟକ, ନାତି ପିପୁଲ,ପିୟୁସ ପ୍ରମୁଖ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ବରିଷ୍ଟ ବ୍ୟକ୍ତି ମାନେ ସ୍ୱର୍ଗତ ରଘୁନାଥ ପଟନାୟକଙ୍କ ଅବଦାନର ସୃତିଚାରଣ କରିଥିଲେ