ଶ୍ରୀମଦ ଭାଗବତ ମହୋସôବ ନେଇ ପ୍ରସ୍ତୁତି
ାା ପ୍ରଭାନୁ୍ୟଜ୍ାା ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଶ୍ରୀମଦ ଭାଗବତ ଚେତନା ପରିଷଦ ପକ୍ଷରୁ ଚଳିତ ବର୍ଷ ଶ୍ରୀମଦ ଭାଗବତ ଜ୍ଞାନଯଜ୍ଞ ମହୋସôବ ଆୟୋଜନ କରିବା ପାଇଁ ସ୍ଥାନୀୟ ଶ୍ରୀରାମ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି ଓ ବଣିକ ସଂଘ ଉପଦେଷ୍ଟା କିରଣ କୁମାର ଭୂୟାଁଙ୍କ ପୌରହିତ୍ୟ ରେ ଆୟୋଜିତ ବୈଠକରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ, ବଣିକ ସଂଘ ଉପସଭାପତି ମୋହନ ଦାସ (ନମି ), ସମ୍ପାଦକ ପ୍ରଫୁଲ୍ଲ ଲେଙ୍କା କୋଷାଧକ୍ଷ ପର୍ଶୁରାମ ଷଣ୍ଢ,କାଉନ ସିଲର ପ୍ରଶାନ୍ତ ବାରିକ, ମୃତୁ୍ୟଞ୍ଜୟ ପାଢ଼ୀ, ନିରାକାର ସାହୁ,,ସୁଦର୍ଶନ ଦାସ, ଅଚୁ୍ୟତ ଜେନା,ବ୍ରଜମୋହନ ଦାଶ, ପ୍ରତାପ ଲେଙ୍କା, ଟୁଟୁ ମିଶ୍ର, ଚିତ୍ତ ରଞ୍ଜନ ସ୍ୱାଇଁ, ସୁରେଶ ଗିରି, ଦିଗାମ୍ବର ମିଶ୍ର, ନୃସିଂହ ସେଠୀ ଅଭିମନୁ୍ୟ ପଢିଆରୀ,ପ୍ରଦୀପ ନାୟକ, ଦେବାଶିଷ ନାୟକ, ଜୟରାମ ରାଉତ, ଦେବୀ ପ୍ରସାଦ ଦାଶ, ସନ୍ତୋଷ ମଲ୍ଲିକ,ତପନ ପାତ୍ର ରାଧାମୋହନ ଦାଶ, ରଶ୍ମି ରଞ୍ଜନ ନାୟକ,ଅଜୟ ପାଢ଼ୀ, ତୁଷାର ରଞ୍ଜନ ବେହୁରା, ରବୀନ୍ଦ୍ର ସାହୁ ଚିତ୍ତ ରଞ୍ଜନ ମହାରଣା, ହରେକୃଷ୍ଣ ସାହୁ, ନିରଞ୍ଜନ ନାୟକ, କିଶୋର ଜେନା (ବାଇନ )ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ଓ ଜୟରାମ ରାଉତଙ୍କୁ ଶ୍ରୀମଦ ଭାଗବତ ମହୋସôବ କମିଟିର କୋଷାଧକ୍ଷ ମନୋନୀତ କରାଯାଇଥିଲା ଓ ଏହି ଭାଗବତ ଜ୍ଞାନ ଯଜ୍ଞ ମହୋସôବ ଆସନ୍ତା ଅକ୍ଟୋବର ୨୪ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି କାର୍ଯ୍ୟସୁଚି ପ୍ରସ୍ତୁତ କରାଯାଇଛି ଓ ଶେଷରେ ହେମନ୍ତ ସାହୁ ଧନ୍ୟବାଦ ଦେଇଥିଲେ ।