ହଂସିତା-ଅନିଲଙ୍କୁ ଜାମିନ : ହାଇକୋର୍ଟ ସର୍ତ୍ତ ରଖିଲେ

କଟକ: ହଂସିତା ଅଭିଲିପ୍ସା ଏବଂ ତାଙ୍କ ସହଯୋଗୀ ଅନିଲ ମହାନ୍ତିଙ୍କୁ ସୋମବାର କୋର୍ଟରୁ ମିଳିଛି ଜାମିନ। ହାଇକୋର୍ଟ ଉଭୟଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ପାସପୋର୍ଟ ସରେଣ୍ଡର କରିବାକୁ ସର୍ତ୍ତ ରଖିଛନ୍ତି ହାଇକୋର୍ଟ । ତେବେ ୫୦ ହଜାର ଟଙ୍କାର ଜଣେ ଜାମିନଦାର ବଦଳରେ ଜାମିନ ମିଳିଛି। ମୂଳ ଠକେଇ ମାମଲାରେ ଉଭୟଙ୍କୁ ଜାମିନ ମିଳିଛି।