୧୯୯୭ମାଟି୍ରକ ବ୍ୟାଚର ବନ୍ଧୁମିଳନ

 କଟକ :  ସ୍ଥାନୀୟ ଶିଖରପୁର ସ୍ଥିତ କମଳାକାନ୍ତ ବିଦ୍ୟାଳୟର ୧୯୯୭ ମସିହା ମାଟି୍ରକ ବ୍ୟାଚର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଜଗତପୁର ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୁରାତନ ବନ୍ଧୁମାନେ ଏକତି୍ରତ ହୋଇ ବିଦ୍ୟାଳୟର ଅଭୁଲା ସ୍ମୃତିକୁ ମନେ ପକାଇ ବେଶ ଖୁସି ବ୍ୟକ୍ତ ହୋଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମାୟାଧର ବେହେରା, ଚିତ୍ରସେନ ଦଳାଇ, ବିଜୟ ସ୍ୱାଇଁ, ଦେବାଶିଷ ରାଉତ, ଅମ୍ବୁଜ ସ୍ୱାଇଁ, ଚକ୍ରଧର ସେଠୀ, ରସ୍ମିତା ବାରିକ, ମୁନି ସାହୁ, ଶୁଭଦର୍ଶିନୀ ମହାନ୍ତି, ସସ୍ମିତା ଖଟେଇ, ସତ୍ୟବ୍ରତ ରାଉତ, ସମରେଶ ଭୂୟାଁ, କରୁଣାକର ପଟ୍ଟନାୟକ, ତନବୀର ଅହମ୍ମଦ, ଲକ୍ଷ୍ମୀକାନ୍ତ ମୁଦୁଲି, ମାନସ ମିଶ୍ର ଓ ସମ୍ବିତ ଦାସ ପ୍ରମୁଖ ସାମିଲ ହୋଇଥିଲେ ।